అర్థం : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							ఉదాహరణ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
పర్యాయపదాలు : ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି, ବିକାଶ
ఇతర భాషల్లోకి అనువాదం :
Gradual improvement or growth or development.
Advancement of knowledge.అర్థం : ଭଲ ଉନ୍ନତ ଅବସ୍ଥା
							ఉదాహరణ : 
							ଛତିଶଗଡ଼ର ଅଭ୍ୟୁନ୍ନତି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି
							
పర్యాయపదాలు : ଅଭ୍ୟୁନ୍ନତି
ఇతర భాషల్లోకి అనువాదం :
అర్థం : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା
							ఉదాహరణ : 
							୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା
							
పర్యాయపదాలు : ଉଦୟ
ఇతర భాషల్లోకి అనువాదం :
అర్థం : ଉନ୍ନତିର ଯୋଗ୍ୟ
							ఉదాహరణ : 
							ଆମକୁ ଅଭ୍ୟୁଦୟ କର୍ମ ହିଁ କରିବା ଆବଶ୍ୟକ
							
పర్యాయపదాలు : ଉନ୍ନତିଯୋଗ୍ୟ, ଶ୍ରୀବୃଦ୍ଧି
ఇతర భాషల్లోకి అనువాదం :