అర్థం : ଅସହାୟ ହେବାର ଅବସ୍ଥା
							ఉదాహరణ : 
							ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା
							
ఇతర భాషల్లోకి అనువాదం :
The condition of being a child without living parents.
His early orphanage shaped his character as an adult.అర్థం : ଅସହାୟ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
							
పర్యాయపదాలు : ନିଃସହାୟତା, ନିରାଶ୍ରୟତା
ఇతర భాషల్లోకి అనువాదం :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।అర్థం : ନାଚାର ହେବାର ଅବସ୍ଥା ବା ଭାବ
							ఉదాహరణ : 
							ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
							
పర్యాయపదాలు : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା
ఇతర భాషల్లోకి అనువాదం :
A feeling of being unable to manage.
helplessness