అర్థం : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
							ఉదాహరణ : 
							ସେ ଭୋଜନ ପରେ ଭଲଭାବେ ଆଚମନ କଲେ
							
పర్యాయపదాలు : ହସ୍ତମୁଖାଦି ପ୍ରକ୍ଷାଳନ କରିବା
ఇతర భాషల్లోకి అనువాదం :
అర్థం : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
							ఉదాహరణ : 
							ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
							
ఇతర భాషల్లోకి అనువాదం :