అర్థం : ସମାପ୍ତ ହେବା କ୍ରିୟା ବା ଭାବ
							ఉదాహరణ : 
							ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
							
పర్యాయపదాలు : ଅନ୍ତ, ଅବସାନ, ଇତି, ଉପସଂହାର, ପରିଶେଷ, ସମାପ୍ତି
ఇతర భాషల్లోకి అనువాదం :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।