అర్థం : ଆତୁର ହେବାର ଅବସ୍ଥା
							ఉదాహరణ : 
							ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା
							
పర్యాయపదాలు : ଅସ୍ଥିରତା, ଆତୁରତା, ବ୍ୟଗ୍ରତା
ఇతర భాషల్లోకి అనువాదం :
आतुर होने की अवस्था।
दो साल घर से दूर रहने के बाद घरवालों से मिलने की उसकी आतुरता बढ़ती जा रही थी।