అర్థం : ସମାପ୍ତ ହେବା କ୍ରିୟା ବା ଭାବ
							ఉదాహరణ : 
							ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
							
పర్యాయపదాలు : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ପରିଶେଷ, ସମାପ୍ତି
ఇతర భాషల్లోకి అనువాదం :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।అర్థం : କୌଣସି ବହିର ଶେଷରେ ଥିବା ଅଂଶ ଯେଉଁଥିରେ ତାର ଉଦ୍ଦେଶ୍ୟ ବିଷୟରେ ସଂକ୍ଷେପରେ କୁହାଯାଇଥାଏ
							ఉదాహరణ : 
							ମୁଁ ଉପସଂହାର ପଢ଼ି ହିଁ ବୁଝିଯାଏ ଯେ ଉପନ୍ୟାସଟି କିପରି ହୋଇଥିବ
							
ఇతర భాషల్లోకి అనువాదం :
किसी पुस्तक का अंतिम प्रकरण जिसमें उसका उद्देश्य संक्षेप में बतलाया गया हो।
मैं उपसंहार पढ़कर ही समझ जाती हूँ कि उपन्यास कैसा है।అర్థం : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ
							ఉదాహరణ : 
							ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ
							
పర్యాయపదాలు : ଅନ୍ତ, ଅନ୍ତିମ ଭାଗ, ଇତି, ଶେଷଭାଗ
ఇతర భాషల్లోకి అనువాదం :