అర్థం : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ
							ఉదాహరణ : 
							ମୋହନ ଏହି କାରଖାନାରେ କାମ କରେ
							
పర్యాయపదాలు : ଫ୍ୟାକ୍ଟରୀ, ଯନ୍ତ୍ରଶାଳା
ఇతర భాషల్లోకి అనువాదం :
Workshop where metal is cut and shaped etc., by machine tools.
machine shopఅర్థం : ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
							ఉదాహరణ : 
							ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
							
ఇతర భాషల్లోకి అనువాదం :
Buildings for carrying on industrial labor.
They built a large plant to manufacture automobiles.