అర్థం : ଯେଉଁ ପାତ୍ରରେ ଟଙ୍କା-ପଇସା ସଂଗ୍ରହ କରାଯାଏ
							ఉదాహరణ : 
							ସେ ପ୍ରତିଦିନ କୁମ୍ପାରେ ଦଶ ଟଙ୍କା ପକାଉଛି
							
పర్యాయపదాలు : ସରାଘଡ଼ି
ఇతర భాషల్లోకి అనువాదం :
అర్థం : ଘିଅ,ତେଲ ଆଦି ରଖିବାପାଇଁ ବ୍ୟବହାର କରାଯାଉଥିବା ଚମଡ଼ାରେ ତିଆରି ଏକ ପ୍ରକାରର କୁମ୍ପା
							ఉదాహరణ : 
							ରାଧିକା କୁମ୍ପାରୁ ଘିଅ ବାହାର କରୁଛି
							
ఇతర భాషల్లోకి అనువాదం :
चमड़े का एक प्रकार का कुप्पा जिसमें घी, तेल आदि रखा जाता है।
राधिका गेल्हे में से घी निकाल रही है।