అర్థం : ଏକପ୍ରକାରର ସେନାଦଳ ଯେଉଁଥିରେ ସୈନିକ ହାତୀ ଚଢ଼ି ଯୁଦ୍ଧ କରନ୍ତି
							ఉదాహరణ : 
							ପ୍ରାଚୀନ କାଳରେ ଗଜ ସେନାକୁ ସୈନ୍ୟବାହିନୀର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ବିଚାର କରାଯାଉଥିଲା
							
పర్యాయపదాలు : ଗଜ ବାହିନୀ, ହସ୍ତୀ ବାହିନୀ, ହସ୍ତୀ ସେନା
ఇతర భాషల్లోకి అనువాదం :