అర్థం : ଏକ ମାତ୍ରାଯୁକ୍ତ ଛନ୍ଦ ଯାହାର ପ୍ରତ୍ୟେକ ପାଦରେ ଏଗାର ଏବଂ ତେର ସ୍ଥାନରେ ବିଶ୍ରାମ ନେବାଦ୍ୱାରା ଚବିଶ ମାତ୍ରା ହୋଇଥାଏ
							ఉదాహరణ : 
							ଘୋଷର ବିଷମ ପାଦରେ ଏଗାର-ଏଗାର ଏବଂ ସମ ଚରଣରେ ତେର-ତେର ମାତ୍ରା ଥାଏ
							
పర్యాయపదాలు : ରୋଳା
ఇతర భాషల్లోకి అనువాదం :
అర్థం : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
							ఉదాహరణ : 
							ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
							
పర్యాయపదాలు : ନାଦ
ఇతర భాషల్లోకి అనువాదం :
అర్థం : ଘୋର ଶବ୍ଦ କରିବା କ୍ରିୟା
							ఉదాహరణ : 
							ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
							
పర్యాయపదాలు : ଗର୍ଜନ
ఇతర భాషల్లోకి అనువాదం :