అర్థం : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							ఉదాహరణ : 
							ସେ ଚୁଲିରେ ଚା’ ବସେଇଛି
							
పర్యాయపదాలు : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
ఇతర భాషల్లోకి అనువాదం :
అర్థం : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
							ఉదాహరణ : 
							ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
							
ఇతర భాషల్లోకి అనువాదం :
A kitchen appliance used for cooking food.
Dinner was already on the stove.