అర్థం : ଦୁଇଟି ହାତୀର ଲଢ଼ାଇ
							ఉదాహరణ : 
							ମେଳାରେ ଚୌଦାନ୍ତ ଦେଖିବାପାଇଁ ଭିଡ଼ ଜମାଟ ବାନ୍ଧୁଥିଲା
							
ఇతర భాషల్లోకి అనువాదం :
అర్థం : (ଦୁଇଟି ହାତୀ) ଯାହାଙ୍କ ଦାନ୍ତ ଲଢ଼େଇପାଇଁ ସାମନାକୁ ଆସି ପରସ୍ପର ଲାଗିଯାଇଛି
							ఉదాహరణ : 
							ଜଙ୍ଗଲରେ ଚୌଦାନ୍ତ ହାତୀ ପରସ୍ପରକୁ ଠେଲିବାପାଇଁ ଚେଷ୍ଟା କରୁଥିଲେ
							
పర్యాయపదాలు : ଚଉଦାନ୍ତ
ఇతర భాషల్లోకి అనువాదం :
(दो हाथी) जिनके दाँत लड़ने के लिए आपस में आमने-सामने आकर मिल गये हों।
जंगल में चौदाँत हाथी एक-दूसरे को ठेलने की कोशिश कर रहे थे।