అర్థం : ଚୋପା ବା ଛାଲ କାଢ଼ିବା
							ఉదాహరణ : 
							କୃଷକ ବିଲରେ ଆଖୁ ଛେଲୁଛି
							
పర్యాయపదాలు : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
ఇతర భాషల్లోకి అనువాదం :
అర్థం : ଛେଲିବା କାମ ହେବା
							ఉదాహరణ : 
							ଆଖୁ ଛେଲାହୋଇଛି
							
ఇతర భాషల్లోకి అనువాదం :
అర్థం : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							ఉదాహరణ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
పర్యాయపదాలు : କାଟିବା, କ୍ଷତ କରିବା
ఇతర భాషల్లోకి అనువాదం :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।