అర్థం : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
							ఉదాహరణ : 
							ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
							
పర్యాయపదాలు : ନାଗରା
ఇతర భాషల్లోకి అనువాదం :
అర్థం : ଚମଡ଼ା ମଡ଼ା ଯାଇଥିବା ଯେଉଁ ଛୋଟ ବାଦ୍ୟ ବଜାଯାଇ କୌଣସି କଥା ଘୋଷଣା କରାଯାଏ
							ఉదాహరణ : 
							ଆଗକାଳରେ ଡେଙ୍ଗୁରା ବଜାଇ ଯେ କୌଣସି ଘୋଷଣା ଜଣାଇ ଦିଆ ଯାଉଥିଲା
							
ఇతర భాషల్లోకి అనువాదం :