అర్థం : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
							ఉదాహరణ : 
							ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
							
పర్యాయపదాలు : କୁଞ୍ଚିତ, ତେଢ଼ା ମେଢ଼ା, ବଙ୍କା
ఇతర భాషల్లోకి అనువాదం :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।అర్థం : ଯିଏ ସମାନାନ୍ତର ବା ସିଧା ନୁହେଁ
							ఉదాహరణ : 
							ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ  ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
							
ఇతర భాషల్లోకి అనువాదం :
అర్థం : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							ఉదాహరణ : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
పర్యాయపదాలు : କଠିନ, କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ
ఇతర భాషల్లోకి అనువాదం :
Difficult to analyze or understand.
A complicated problem.