అర్థం : ଖରାପ କଥା ସମ୍ପର୍କରେ ବିଚାର କରୁଥିବା କ୍ରିୟା
							ఉదాహరణ : 
							ଦୁଶ୍ଚିନ୍ତାରେ ମନୁଷ୍ୟର ଚିନ୍ତା ନକାରାତ୍ମକ ହୋଇଯାଏ  ସେ ଖଟ ଉପରେ ପଡ଼ିପଡ଼ି ନିଜର ସାରାଦିନ  ଦୁଶ୍ଚିନ୍ତାରେ  ହିଁ କଟାଇଦିଏ
							
పర్యాయపదాలు : ଦୁଶ୍ଚିନ୍ତତା, ଦୁଶ୍ଚିନ୍ତନ, ଦୁଶ୍ଚିନ୍ତା
ఇతర భాషల్లోకి అనువాదం :
दूषित बातों पर विचार करते रहने की क्रिया।
दुश्चिंतन से मनुष्य की सोच नकारात्मक हो जाती है।అర్థం : ଖରାପ ଭାବନା
							ఉదాహరణ : 
							ନିଜ ମନରେ କେବେ ବି କାହାପ୍ରତି ଦୁର୍ଭାବନା ରଖନାହିଁ
							
పర్యాయపదాలు : ଅସଦ୍ଭାବନା, କୁଭାବନା
ఇతర భాషల్లోకి అనువాదం :