అర్థం : କାଗଜରେ ବିଶେଷକରି ଗୋଲ ଛେଦ କରିବା ପାଇଁ ବ୍ୟବହୃତ ଏକ ଉପକରଣ
							ఉదాహరణ : 
							ଲିପିକ ଆବେଦନ ପତ୍ରଗୁଡ଼ିକ ପଞ୍ଚଦ୍ୱାରା କଣା କରି ତାକୁ ଫାଇଲରେ ଲଗାଇଦେଲା
							
ఇతర భాషల్లోకి అనువాదం :
అర్థం : କୌଣସି ଝଗଡ଼ା ବା ମାମଲାର ସମାଧାନପାଇଁ ନିଯୁକ୍ତ କରାଯାଇଥିବା ଦଳର ସଦସ୍ୟ
							ఉదాహరణ : 
							ପଞ୍ଚଙ୍କୁ ନିଜର ନିର୍ଣ୍ଣୟ ଭାବିଚିନ୍ତି କରିବା ଉଚିତ୍
							
ఇతర భాషల్లోకి అనువాదం :
Someone chosen to judge and decide a disputed issue.
The critic was considered to be an arbiter of modern literature.అర్థం : ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି
							ఉదాహరణ : 
							ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍
							
పర్యాయపదాలు : ପଞ୍ଚାଏତ, ପଞ୍ଚାୟତ
ఇతర భాషల్లోకి అనువాదం :
A body of citizens sworn to give a true verdict according to the evidence presented in a court of law.
jury