అర్థం : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
							ఉదాహరణ : 
							ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
							
ఇతర భాషల్లోకి అనువాదం :
అర్థం : କୌଣସି ବିଶେଷ ଅର୍ଥ ଥିବା ଶବ୍ଦ ବା ଶବ୍ଦ ସମୂହ
							ఉదాహరణ : 
							ପଦଭାବରେ ଲୋକୋକ୍ତିର ଗଣନା ହୁଏ
							
ఇతర భాషల్లోకి అనువాదం :
A group of words that form a constituent of a sentence and are considered as a single unit.
I concluded from his awkward constructions that he was a foreigner.అర్థం : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
							ఉదాహరణ : 
							କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
							
ఇతర భాషల్లోకి అనువాదం :
The part of the leg of a human being below the ankle joint.
His bare feet projected from his trousers.