అర్థం : କୌଣସି କାରଣରୁ ରକ୍ତ ସଂଚାର ରୋକିଗଲେ ହାତ ବା ଗୋଡ଼ର କୌଣସି ଭାଗ ସମ୍ବେଦନ ରହିତ ହୋଇଯିବା
							ఉదాహరణ : 
							ଶୋଇଲା ବେଳେ ମୁଣ୍ଡ ତଳେ ଚାପି ହୋଇଯିବାରୁ ମୋ ହାତ ବଧିରା ହୋଇଯାଇଛି
							
ఇతర భాషల్లోకి అనువాదం :
किसी कारण से रक्त संचार रुकने से हाथ या पैर के किसी भाग का सुन्न होना।
सोते समय सीने के नीचे दब जाने के कारण मेरा हाथ सो गया है।