అర్థం : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
							ఉదాహరణ : 
							ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
							
పర్యాయపదాలు : ଯାଯାବର
ఇతర భాషల్లోకి అనువాదం :
A member of a people who have no permanent home but move about according to the seasons.
nomadఅర్థం : ଯେ ବହୁତ ବୁଲେ
							ఉదాహరణ : 
							ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
							
పర్యాయపదాలు : ଯାଯାବର
ఇతర భాషల్లోకి అనువాదం :
అర్థం : ଯାହାର କେହି ମାଲିକ ନାହିଁ(ଜନ୍ତୁ)
							ఉదాహరణ : 
							ବାରବୁଲା କୁକୁରଙ୍କୁ ଖାସୁ କରାଗଲା
							
పర్యాయపదాలు : ଅନାଥ
ఇతర భాషల్లోకి అనువాదం :