అర్థం : ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
							ఉదాహరణ : 
							ସେ ବଗିଚାରେ ବୁଲାବୁଲି କରୁଅଛି
							
పర్యాయపదాలు : ଟହଲିବା, ବୁଲାବୁଲି କରିବା
ఇతర భాషల్లోకి అనువాదం :
जी बहलाने या व्यायाम, वायु सेवन, स्वास्थ्य सुधार आदि के लिए चलना-फिरना।
वह बाग में टहल रहा है।అర్థం : ଅକାରଣରେ ବୁଲିବା ଓ ଚାଲିବା
							ఉదాహరణ : 
							କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
							
పర్యాయపదాలు : ଚଲାବୁଲା କରିବା, ବୁଲିବା
ఇతర భాషల్లోకి అనువాదం :