అర్థం : କୋପ ଭାବ ବା ସେହିପ୍ରକାର କ୍ରୋଧ ଯାହା ମନେମନେ ରହେ
							ఉదాహరణ : 
							ମୋ କଥା ଶୁଣି ତାଙ୍କୁ ଚିଡ଼ା ଲାଗୁଥିଲା
							
పర్యాయపదాలు : ଚିଡ଼ା
ఇతర భాషల్లోకి అనువాదం :
అర్థం : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
							ఉదాహరణ : 
							ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ
							
పర్యాయపదాలు : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରାଗ, ବୈରାଗ୍ୟ
ఇతర భాషల్లోకి అనువాదం :
जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।
विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।Freed from enchantment.
disenchantedఅర్థం : ଯେ କୌଣସି କାମ, ବସ୍ତୁ, ବ୍ୟକ୍ତିଆଦି ପ୍ରତି ବିରକ୍ତ ପ୍ରକାଶ କରିଛି
							ఉదాహరణ : 
							କାମରେ ବିରକ୍ତ ହୋଇ ସ୍ତ୍ରୀଲୋକମାନେ ସିନେମା ଦେଖିବାକୁ ଚାଲିଗଲେ
							
ఇతర భాషల్లోకి అనువాదం :