అర్థం : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
							ఉదాహరణ : 
							ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
							
పర్యాయపదాలు : ଏକମତ
అర్థం : ସମସ୍ତଙ୍କର ସମ୍ମତି ବା ରାୟ
							ఉదాహరణ : 
							ଏହି କାମ ସର୍ବସମ୍ମତିରେ କରାଗଲା
							
పర్యాయపదాలు : ସର୍ବସମ୍ମତି
ఇతర భాషల్లోకి అనువాదం :
Everyone being of one mind.
unanimity