అర్థం : ଯେଉଁ ଶାରୀରିକ ଅବସ୍ଥାରେ ଶରୀରର କୌଣସି ଅଙ୍ଗର ଖଞ୍ଜା ବା ମାଂସପେଶୀ ତଳ ଉପର ହୋଇଯାଇଥାଏ
							ఉదాహరణ : 
							ପାହାଚରୁ ଓହ୍ଲାଇବା ସମୟରେ ରଜନୀର ଗୋଡ଼ରେ ମକଚି ହୋଇଗଲା
							
పర్యాయపదాలు : ମକଚା
ఇతర భాషల్లోకి అనువాదం :
वह शारीरिक अवस्था जिसमें शरीर के किसी अंग का जोड़ या मांसपेशियाँ कुछ इधर-उधर हट जाती हैं।
सीढ़ियों से उतरते समय रजनी के पैर में मोच आ गई।అర్థం : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
							ఉదాహరణ : 
							ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
							
ఇతర భాషల్లోకి అనువాదం :
అర్థం : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
							ఉదాహరణ : 
							ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
							
ఇతర భాషల్లోకి అనువాదం :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।