అర్థం : ସ୍ତ୍ରୀମାନଙ୍କ ଜନନେନ୍ଦ୍ରିୟରୁ ପ୍ରତିମାସ ତିନିଚାରି ଦିନ ପର୍ଯ୍ୟନ୍ତ ବାହାରୁଥିବା ରକ୍ତ ଆଦି
							ఉదాహరణ : 
							ରଜ ସ୍ରାବ ସମୟରେ ଅନେକ ସ୍ତ୍ରୀଙ୍କର କଷ୍ଟ ହୋଇଥାଏ
							
పర్యాయపదాలు : ଋତୁ, କୁସୁମ, ପୁଷ୍ୟ
ఇతర భాషల్లోకి అనువాదం :
The monthly discharge of blood from the uterus of nonpregnant women from puberty to menopause.
The women were sickly and subject to excessive menstruation.అర్థం : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
							ఉదాహరణ : 
							ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
							
ఇతర భాషల్లోకి అనువాదం :
Fine powdery material such as dry earth or pollen that can be blown about in the air.
The furniture was covered with dust.