అర్థం : କୌଣସି ରହସ୍ୟକୁ ଉଦ୍ଘାଟିତ କରିବା କାର୍ଯ୍ୟ
							ఉదాహరణ : 
							ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଚାନକ ନିରୁଦ୍ଦିଷ୍ଟ ହେବାର ରହସ୍ୟୋଦ୍ଘାଟନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ
							
పర్యాయపదాలు : ରହସ୍ୟ ପ୍ରକଟନ, ରହସ୍ୟ ପ୍ରଘଟନ, ରହସ୍ୟୋଦ୍ଘାଟନ
ఇతర భాషల్లోకి అనువాదం :
किसी के रहस्य को उद्घाटित करने का कार्य।
नेताजी सुभाष चंद्र बोस के अचानक लापता होने का रहस्योद्घाटन आज तक नहीं हुआ।