అర్థం : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
							ఉదాహరణ : 
							କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
							
పర్యాయపదాలు : ସଂଯୋଜକ, ସଂଯୋଜକ କର୍ତ୍ତା
ఇతర భాషల్లోకి అనువాదం :
सभा-समिति आदि का वह सदस्य जो उसकी बैठकें बुलाता है।
कुछ ज़रूरी कारणवश संयोजक ने आज की सभा बुलाई।The member of a group whose duty it is to convene meetings.
convener