అర్థం : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ
							ఉదాహరణ : 
							ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ
							
పర్యాయపదాలు : ସନ୍ତୋଷ
ఇతర భాషల్లోకి అనువాదం :
Happiness with one's situation in life.
contentmentఅర్థం : ସନ୍ତୁଷ୍ଟ କରିବାର ପ୍ରକ୍ରିୟା
							ఉదాహరణ : 
							ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ
							
పర్యాయపదాలు : ଆତ୍ମାଶାନ୍ତି, ତୁଷ୍ଟିକରଣ
ఇతర భాషల్లోకి అనువాదం :
అర్థం : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ
							ఉదాహరణ : 
							ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
							
పర్యాయపదాలు : ସନ୍ତୋଷ
ఇతర భాషల్లోకి అనువాదం :