అర్థం : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ
							ఉదాహరణ : 
							ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା
							
పర్యాయపదాలు : ସମାନବାୟୁ
ఇతర భాషల్లోకి అనువాదం :
అర్థం : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
							ఉదాహరణ : 
							ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
							
పర్యాయపదాలు : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା
ఇతర భాషల్లోకి అనువాదం :
Closely similar or comparable in kind or quality or quantity or degree.
Curtains the same color as the walls.