అర్థం : ଧୁମଧାମ୍ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
							ఉదాహరణ : 
							ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
							
ఇతర భాషల్లోకి అనువాదం :
धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।
बालदिवस के अवसर पर मेरे विद्यालय में एक समारोह का आयोजन किया गया है।అర్థం : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
							ఉదాహరణ : 
							ଇଦ ଉତ୍ସବ ପୁଣି କେବେ ଆସିବ?
							
ఇతర భాషల్లోకి అనువాదం :
A day or period of time set aside for feasting and celebration.
festivalఅర్థం : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ
							ఉదాహరణ : 
							ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
							
ఇతర భాషల్లోకి అనువాదం :