అర్థం : ସହଜ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
							
పర్యాయపదాలు : ସରଳତା, ସହଜ, ସହଜତା, ସୁଗମତା
ఇతర భాషల్లోకి అనువాదం :
Freedom from difficulty or hardship or effort.
He rose through the ranks with apparent ease.అర్థం : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
							ఉదాహరణ : 
							ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
							
పర్యాయపదాలు : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ
ఇతర భాషల్లోకి అనువాదం :
Capable of being apprehended or understood.
apprehensible, graspable, intelligible, perceivable, understandableఅర్థం : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
							ఉదాహరణ : 
							ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
							
పర్యాయపదాలు : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
ఇతర భాషల్లోకి అనువాదం :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.అర్థం : ଯିଏ କିଛି ଜାଣେ ନାହିଁ
							ఉదాహరణ : 
							ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ
							
పర్యాయపదాలు : ନିରୀହ
ఇతర భాషల్లోకి అనువాదం :
Free from evil or guilt.
An innocent child.అర్థం : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
							ఉదాహరణ : 
							ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
							
పర్యాయపదాలు : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା
ఇతర భాషల్లోకి అనువాదం :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।