అర్థం : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
							ఉదాహరణ : 
							ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
							
పర్యాయపదాలు : ସହଯୋଗ, ସହଯୋଗିତା ସହକାରିତା
ఇతర భాషల్లోకి అనువాదం :
Joint operation or action.
Their cooperation with us was essential for the success of our mission.అర్థం : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							ఉదాహరణ : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
పర్యాయపదాలు : ଅଂଶ
ఇతర భాషల్లోకి అనువాదం :
The act of sharing in the activities of a group.
The teacher tried to increase his students' engagement in class activities.