అర్థం : ଛପ୍ପୟ ଛନ୍ଦର ଷଡବିଂଶତତମ ପ୍ରକାର
							ఉదాహరణ : 
							କବି ସାରଙ୍ଗରେ ଏକ  ଆଶୁ  ରଚନା  କଲେ
							
ఇతర భాషల్లోకి అనువాదం :
అర్థం : ଏକ ପ୍ରକାର ବଡ଼ ହରିଣ ଯାହାର ମୁଣ୍ଡରେ ଦେଖାଯାଉଥିବା ଦୁଇ ଶିଙ୍ଗରେ ଅନେକ ଶାଖା ବାହାରିଥାଏ
							ఉదాహరణ : 
							ଶ୍ୟାମ ଚିଡ଼ିଆଖାନାରେ ସାରଙ୍ଗକୁ ବାଦାମ ଖୁଆଉଥିଲା
							
పర్యాయపదాలు : ବାରସିଙ୍ଘା
ఇతర భాషల్లోకి అనువాదం :
అర్థం : ସମ୍ପୂର୍ଣ୍ଣ ଜାତିର ଏକ ରାଗ
							ఉదాహరణ : 
							ସାରଙ୍ଗ ରାଗରେ ସମସ୍ତ ଶୁଦ୍ଧ ସ୍ୱର ଥାଏ
							
పర్యాయపదాలు : ସାରଙ୍ଗ ରାଗ
ఇతర భాషల్లోకి అనువాదం :
అర్థం : ଚାରିଟି ତଗଣ ଥିବା ଏକ ପ୍ରକାର ଛନ୍ଦ
							ఉదాహరణ : 
							ଏହି ପଦ୍ୟ ସାରଙ୍ଗଛନ୍ଦର ଉଦାହରଣ
							
పర్యాయపదాలు : ସାରଙ୍ଗଛଂଦ, ସାରଙ୍ଗଛନ୍ଦ
ఇతర భాషల్లోకి అనువాదం :
एक प्रकार का छंद जिसमें चार तगण होते हैं।
यह पद्य सारंग का उदाहरण है।