అర్థం : ଏକ ଗୋଳ ଫଳ ଯାହାକୁ କାଟି ପାନ ଆଦିସହ ବା ଖାଲି ଖିଆଯାଏ
							ఉదాహరణ : 
							ପୂଜାରେ ମଧ୍ୟ ଗୁଆର ଉପଯୋଗ ହୁଏ
							
ఇతర భాషల్లోకి అనువాదం :
అర్థం : ଅନ୍ୟଦ୍ବାରା କୌଣସି ଅପରାଧୀ, ବଦମାସ ଆଦିଙ୍କୁ ଅର୍ଥ ଦେଇ ନିଶ୍ଚିତ ରୂପେ କାହାରି କ୍ଷତି କରିବା ପାଇଁ (ବିଶେଷ କରି ହତ୍ୟା)କରାଯାଉଥିବା କାର୍ଯ୍ୟ
							ఉదాహరణ : 
							କେହି କଣ  ଦାଉଦର ସୁପାରୀ ନେଇପାରେ ?
							
ఇతర భాషల్లోకి అనువాదం :