అర్థం : ଗୋଟିଏ ଅସ୍ତ୍ର
							ఉదాహరణ : 
							ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
							
ఇతర భాషల్లోకి అనువాదం :
అర్థం : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
							ఉదాహరణ : 
							ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
							
పర్యాయపదాలు : ଯୋଡ଼ା
ఇతర భాషల్లోకి అనువాదం :
అర్థం : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
							ఉదాహరణ : 
							କୃଷକ ବିଲରେ ହଳ କରୁଛି
							
ఇతర భాషల్లోకి అనువాదం :
అర్థం : ହଳ କରିବା କ୍ରିୟା
							ఉదాహరణ : 
							ସେ କ୍ଷେତରେ ହଳ କରୁଛି  ଚାଷ ପରେ ଜମିରେ ଜଳସେଚନ ହେବ
							
పర్యాయపదాలు : କର୍ଷଣ
ఇతర భాషల్లోకి అనువాదం :