అర్థం : ଯାହା ମନକୁ ଆକୃଷ୍ଟ କରେ
							ఉదాహరణ : 
							ନେହେରୁ ବିଜ୍ଞାନ ଭବନରେ ଲଗାଯାଇଥିବା ଚିତ୍ର ହୃଦୟସ୍ପର୍ଶୀ
							
పర్యాయపదాలు : ଚିତ୍ତାକର୍ଷକ, ମନୋହରଣକାରୀ, ହୃଦୟଗ୍ରାହୀ
ఇతర భాషల్లోకి అనువాదం :
Capturing interest as if by a spell.
Bewitching smile.అర్థం : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା
							ఉదాహరణ : 
							ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି
							
పర్యాయపదాలు : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବପୂର୍ଣ୍ଣ, ଭାବାତ୍ମକ, ମାର୍ମିକ
ఇతర భాషల్లోకి అనువాదం :
भाव से भरा हुआ या हृदय को प्रभावित करने वाला।
वह भावपूर्ण काव्य पढ़ रहा है।