అమర్కోష్ భారతీయ భాషల ప్రత్యేక నిఘంటు వెబ్సైట్. ఒక పదం యొక్క అర్థం అది ఉపయోగించిన సందర్భానికి అనుగుణంగా మారుతుంది. ఇక్కడ పదాల యొక్క వివిధ సందర్భోచిత అర్థాలు ఉదాహరణ వాక్యాలు మరియు పర్యాయపదాలతో పాటు వివరంగా వివరించబడ్డాయి.
అమర్కోష్లో తెలుగు భాషకు చెందిన నలభై వేలకు పైగా పదాలు అందుబాటులో ఉన్నాయి. వెతకడానికి ఒక పదాన్ని నమోదు చేయండి.
అర్థం : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
ఉదాహరణ :
ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
పర్యాయపదాలు : ମତ
ఇతర భాషల్లోకి అనువాదం :
అర్థం : ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ
ఉదాహరణ :
ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
ఇతర భాషల్లోకి అనువాదం :
A complex of methods or rules governing behavior.
They have to operate under a system they oppose.అర్థం : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
ఉదాహరణ :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
పర్యాయపదాలు : ନିର୍ଣ୍ଣୟ, ନିଷ୍କର୍ଷ, ନିଷ୍ପତ୍ତି, ଫଳାଫଳ
ఇతర భాషల్లోకి అనువాదం :
A position or opinion or judgment reached after consideration.
A decision unfavorable to the opposition.అర్థం : ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି
ఉదాహరణ :
ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା
పర్యాయపదాలు : ମତବାଦ
ఇతర భాషల్లోకి అనువాదం :