ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ଉଦାହରଣ : ଗୋରୁ ଖଳାରେ ନଡ଼ା ଖାଉଛନ୍ତି
ସମକକ୍ଷ : କୁଟା, ଛଣ, ନଡ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी English
धान आदि के सूखे डंठल जिनमें से दाने निकाल लिए गए हों।
Plant fiber used e.g. for making baskets and hats or as fodder.
ଅର୍ଥ : ଚାଳ ଛପର କରିବା ସମୟରେ ତଳେ ଲଗାଯାଉଥିବା ନଡ଼ା
ଉଦାହରଣ : କୃଷକ ନଡ଼ା ବିଛାଉଛି
ସମକକ୍ଷ : ନଡ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी
छप्पर या फूस को छाते समय नीचे लगाई जाने वाली मूँज।
ସଂସ୍ଥାପନ କରନ୍ତୁ