ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବିଚଳିତ ନୁହେଁ
ଉଦାହରଣ : ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ସମକକ୍ଷ : ଅବିଚଳିତ, ସ୍ଥିର
ଅନ୍ୟ ଭାଷାରେ ଅନୁବାଦ :हिन्दी
जो विचलित न हो।
ଅର୍ଥ : ଯିଏ ଚଞ୍ଚଳ ନୁହେଁ
ଉଦାହରଣ : ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ସମକକ୍ଷ : ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो चंचल न हो।
Completely lacking in playfulness.
ଅର୍ଥ : ଯାହାର ଚିତ୍ତ ସ୍ଥିର
ଉଦାହରଣ : ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ସମକକ୍ଷ : ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ
जिसका चित्त स्थिर हो।
ସଂସ୍ଥାପନ କରନ୍ତୁ