ଅର୍ଥ : ଅଧ୍ୟକ୍ଷଙ୍କ ସହିତ ସମ୍ବନ୍ଧିତ ବା ଅଧ୍ୟକ୍ଷଙ୍କର
ଉଦାହରଣ :
ତାଙ୍କ ଅଧ୍ୟକ୍ଷୀୟ ଭାଷଣ ଜ୍ଞାନବର୍ଦ୍ଧକ ତଥା ପ୍ରଭାବୀ ଥିଲା
ଅନ୍ୟ ଭାଷାରେ ଅନୁବାଦ :
अध्यक्ष से संबंधित या अध्यक्ष का।
उनका अध्यक्षीय भाषण ज्ञानवर्धक तथा प्रभावी था।
अध्यक्षीय
Relating to a president or presidency.
Presidential aides.
Presidential veto.
presidential