ଅର୍ଥ : ଅନୁକୂଳ ହେବା ଅବସ୍ଥା ବା ଭାବ
ଉଦାହରଣ :
ଅନୁକୂଳତା ଥିଲେ କାମ କରିବା ସହଜ ହୋଇଥାଏ
ସମକକ୍ଷ : ଅବିରୁଦ୍ଧତା, ଅବିରୋଧିତା, ସପକ୍ଷତା, ସହାୟତା
ଅନ୍ୟ ଭାଷାରେ ଅନୁବାଦ :
अनुकूल होने की अवस्था या भाव।
अनुकूलता हो तो काम करना सहज होता है।A feeling of sympathetic understanding.
compatibility