ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ତଳ ଠାରୁ ତା ଆଖପାଖର ତଳ ଉଚ୍ଚ ହୋଇଥାଏ ବା ଯାହା କିଛି ନିମ୍ନରେ ବା ଗହୀରରେ ହୋଇଥାଏ
ଉଦାହରଣ : ନନ୍ଦା ଦେବୀ ଏଭରେଷ୍ଟ ଅପେକ୍ଷା ନୀଚା ଶିଖର
ସମକକ୍ଷ : ନିମ୍ନ, ନୀଚା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसके तल से उसके आसपास का तल ऊँचा हो या जो कुछ उतार या गहराई में हो।
Of relatively low or level country.
ଅର୍ଥ : ଯାହା ଉପରଆଡ଼କୁ ଯାଇନାହିଁ
ଉଦାହରଣ : ପିଲାମାନେ ଅନୁଚ୍ଚ କାନ୍ଥ ଡେଇଁକି ଯାଉଥିଲେ
ସମକକ୍ଷ : ଢାଲୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो अधिक ऊपर तक न गया हो।
ସଂସ୍ଥାପନ କରନ୍ତୁ