ଅର୍ଥ : ନବୁଝି ନସୁଝି ବା ଆଖି ବନ୍ଦକରି କୌଣସି କଥା ଉପରେ କରାଯିବା ବିଶ୍ୱାସ
ଉଦାହରଣ :
ଭକ୍ତିକାଳୀନ କବିମାନେ ସମାଜରେ ଦେଖାଦେଉଥିବା ଅନ୍ଧବିଶ୍ୱାସକୁ ଦୂର କରିବାପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
बिना समझे-बूझे या आँखें बंद करके किसी बात पर किया जानेवाला विश्वास।
भक्तिकालीन कवियों ने समाज में फैले अंध-विश्वास को दूर करने के लिए अथक प्रयास किए।