ଅର୍ଥ : ଅଧିକ ବା ଅନାବଶ୍ୟକ ଖର୍ଚ୍ଚ
ଉଦାହରଣ :
ଅପବ୍ୟୟରୁ ରକ୍ଷାପାଇବା ଉଚିତ
ସମକକ୍ଷ : ଅନାବଶ୍ୟକ ଖର୍ଚ୍ଚ, ଅଯଥାଖର୍ଚ୍ଚ
ଅନ୍ୟ ଭାଷାରେ ଅନୁବାଦ :
व्यर्थ और अधिक खर्च या अनावश्यक खर्च।
अपव्यय से बचना चाहिए।ଅର୍ଥ : ବହୁତ ଅଧିକ ଖର୍ଚ୍ଚ କରିବାର ଅଭ୍ୟାସ
ଉଦାହରଣ :
ମୁଁ ଛୁଆମାନଙ୍କର ଅପବ୍ୟୟ୍ପାଇଁ ବ୍ୟଥିତ ହୋଇଯାଇଅଛି
ସମକକ୍ଷ : ଖର୍ଚ୍ଚୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ କାମରେ ଖର୍ଚ୍ଚ
ଉଦାହରଣ :
ଧନର ଅପବ୍ୟୟ କରିବା ଉଚିତ ନୁହେଁ
ସମକକ୍ଷ : ବଦଖର୍ଚ୍ଚ
ଅନ୍ୟ ଭାଷାରେ ଅନୁବାଦ :
बुरे कामों में खर्च।
धन का अपव्यय उचित नहीं है।