ଅର୍ଥ : ଭଙ୍ଗା, ରୋଗଯୁକ୍ତ ଅଙ୍ଗଆଦିକୁ ଚିରିବା, କାଟିବା ବା ଭାଙ୍ଗିଯାଇଥିବା ହାଡଆଦି ଯୋଡିବା ବା ଖସିଯାଇଥିବା ହାଡଆଦିକୁ ବସାଇବା କାମ
ଉଦାହରଣ :
ଚିକିତ୍ସକ ରାମୁ ପୁଅର ଅପରେସନ୍ କଲେ
ସମକକ୍ଷ : ଶଲ୍ୟ ଚିକିତ୍ସା କରିବା, ସର୍ଜରୀ କରିବା
ଅନ୍ୟ ଭାଷାରେ ଅନୁବାଦ :
फोड़ों,रोग युक्त अंगों आदि को चीरने-फाड़ने या टूटी हुई हड्डियाँ आदि जोड़ने या उखड़ी हुई हड्डियाँ आदि बैठाने का काम करना।
चिकित्सक ने रामू के पोते का आपरेशन किया।Perform surgery on.
The doctors operated on the patient but failed to save his life.