ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହରିବା ବା ନେଇଯିବା ଯୋଗ୍ୟ
ଉଦାହରଣ : ଅପହରଣଯୋଗ୍ୟ ବସ୍ତୁଗୁଡ଼ିକ ଦେଖି ମଧ୍ୟ ସେ ସଂଯତ ଥିଲେ
ସମକକ୍ଷ : ଅପହରଣୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
हरण करने, चुराने, लूटने या छीनने योग्य।
ଅର୍ଥ : ଚୋରାଇବା ବା ଲୁଟିବା ଯୋଗ୍ୟ
ଉଦାହରଣ : ଚୋର ଅପହରଣଯୋଗ୍ୟ ବସ୍ତୁଗୁଡ଼ିକୁ ଗଣ୍ଠିଲିରେ ବାନ୍ଧି ବାହାରକୁ ଖସି ପଳାଇଗଲା
ସଂସ୍ଥାପନ କରନ୍ତୁ