ଅର୍ଥ : କୌଣସି ବସ୍ତୁକୁ ପ୍ରାପ୍ତ କରିବାପାଇଁ ଯେଉଁ ବିଧି ପ୍ରତ୍ୟକ୍ଷ,ଅନୁମାନ ଆଦି ପ୍ରମାଣଦ୍ୱାରା ହୋଇ ନପାରେ
ଉଦାହରଣ :
ଅପୂର୍ବବିଧିଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତି ହୁଏ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को प्राप्त करने की ऐसी विधि जिसका बोध प्रत्यक्ष, अनुमान आदि प्रमाणों से न हो सके।
आत्म ज्ञान की प्राप्ति अपूर्वविधि से होती है।