ଅର୍ଥ : ପ୍ରଥମେ ଅନୁଭୂତ ହୋଇଥିବା କଥାରୁ ମନରେ ଉତ୍ପନ୍ନ ହୋଇଥିବା ସଂସ୍କାର
ଉଦାହରଣ :
ଅଭିଜ୍ଞା ସହଜରେ ନଷ୍ଟ ହୁଏନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଅନୁଭବ ବା ଅଭିଜ୍ଞତା ରହିଛି
ଉଦାହରଣ :
ଏହି କାମ କୌଣସି ଅଭିଜ୍ଞତା ବ୍ୟକ୍ତିଦ୍ୱାରା କରାଇବା ହିଁ ଭଲ ହେବ
ଅନ୍ୟ ଭାଷାରେ ଅନୁବାଦ :
वह जिसे अनुभव या तजुर्बा हो।
यह काम किसी अनुभवी व्यक्ति से ही कराना अच्छा है।ଅର୍ଥ : ଯେଉଁ ଜ୍ଞାନ ଲୌକିକ ଜ୍ଞାନରୁ ଊର୍ଦ୍ଧ୍ୱରେ
ଉଦାହରଣ :
ତାର ପୂର୍ବଜନ୍ମର ପାରଲୌକିକ ଜ୍ଞାନ ଏବେ ବି ଅଛି
ସମକକ୍ଷ : ପାରଲୌକିକ ଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
वह ज्ञान जो लौकिक ज्ञान से परे हो।
उसकी पूर्वजन्मों की अभिज्ञा अब तक बनी हुई है।