ପ୍ରଭା (ବିଶେଷ୍ୟ)
ସୂର୍ଯ୍ୟଙ୍କ ଜଣେ ପତ୍ନୀ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ସୁଷମା (ବିଶେଷ୍ୟ)
ଏକ ବର୍ଣ୍ଣବୃତ୍ତ
ବିଗ୍ରହ ବାକ୍ୟ (ବିଶେଷ୍ୟ)
ଯୌଗିକ ବା ସଂଯୁକ୍ତ ଶବ୍ଦରୁ ପ୍ରତ୍ୟେକ ଶବ୍ଦକୁ ଅଲଗା ଅଲଗା କରିବା ପ୍ରକ୍ରିୟା
କ୍ଷିତି (ବିଶେଷ୍ୟ)
ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ତୋଫା (ବିଶେଷଣ)
ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ସହୋଦର (ବିଶେଷ୍ୟ)
ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
ଏକ (ବିଶେଷ୍ୟ)
ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
ପ୍ରତ୍ୟୁଷ (ବିଶେଷ୍ୟ)
ବେଶ୍ କିଛି ଅନ୍ଧାରଥିବା ସୂର୍ଯ୍ୟୋଦୟ ପୂର୍ବବର୍ତ୍ତୀ ସମୟ