ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଉଦାହରଣ :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
ସମକକ୍ଷ : ଅନାବିଳ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।ଅର୍ଥ : ଯାହା ମ୍ଳାନ ବା ସତେଜ ନୁହେଁ
ଉଦାହରଣ :
ସୀତା ମନ୍ଦିରରେ ତାଜା ଫୁଲ ଚଢ଼ାଉଛି
ଅନ୍ୟ ଭାଷାରେ ଅନୁବାଦ :
जो म्लान या कुम्हलाया न हो।
सीता मंदिर में ताज़े पुष्प चढ़ा रही है।